ନୂଆଦିଲ୍ଲୀ- ଗୁଡ୍ ଫ୍ରାଇଡେର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁଡ୍ ଫ୍ରାଇଡେ ଦିନ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନକୁ ସ୍ମରଣ କରୁ। ଏହି ଦିନ ଆମକୁ ଦୟା, ସହାନୁଭୂତି ଓ ବିଶାଳ ହୃଦୟ ଧାରଣ କରିବା ପାଇଁ ପ୍ରେରଣା ଦେଇଥାଏ।
Himmat, a leading news house in Odisha, serves as a vital source of information, delivering news on politics, business, culture, sports, and current affairs.
© 2025 Himmat News