• About
  • Advertise
  • Privacy & Policy
  • Contact
himmatnews.com
Advertisement
  • Home
  • Epaper
  • ରାଜ୍ୟ
    କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ବାରା ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟିତ

    କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ବାରା ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟିତ

    ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

    ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

    ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

    ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

    ଜାତୀୟ ପତାକାର ବ୍ୟବହାର ସଂପର୍କୀତ ନିଦେ୍ର୍ଦଶନାମା

    ଜାତୀୟ ପତାକାର ବ୍ୟବହାର ସଂପର୍କୀତ ନିଦେ୍ର୍ଦଶନାମା

    ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

    ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

    ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

    ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

    Trending Tags

    • Trump Inauguration
    • United Stated
    • White House
    • Market Stories
    • Election Results
  • ଦେଶ-ବିଦେଶ
  • ଆଞ୍ଚଳିକ
    ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ  ନାମ’

    ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ ନାମ’

    ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

    ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

    ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

    ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

    ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

    ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

    ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

    ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

    ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

    ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl

      Shooting More than 40 Years of New York’s Halloween Parade

      Why Millennials Need to Save Twice as Much as Boomers Did

      Doctors take inspiration from online dating to build organ transplant AI

      How couples can solve lighting disagreements for good

      Here’s Some of the Best Sneakers on Display at London Fashion Week

      Is Japan the Most Overrated Travel Destination in the World?

      Trending Tags

      • Golden Globes
      • Game of Thrones
      • MotoGP 2017
      • eSports
      • Fashion Week
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    Game of Thrones spending just as long making fewer episodes

  • ସଂପାଦକୀୟ
    ବିଶ୍ବ ଦହିବରା ଦିବସ

    ବିଶ୍ବ ଦହିବରା ଦିବସ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ଗାଳିର ଅନ୍ୟ ରୂପ ଶାନ୍ତି 

    ଗାଳିର ଅନ୍ୟ ରୂପ ଶାନ୍ତି 

    These Are the 5 Big Tech Stories to Watch in 2017

    With 150 million daily active users, Instagram Stories is launching ads

    Trending Tags

    • Nintendo Switch
    • CES 2017
    • Playstation 4 Pro
    • Mark Zuckerberg
No Result
View All Result

Home ମନରୋଞ୍ଜନ

ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

editor himmat news by editor himmat news
February 28, 2025
in ମନରୋଞ୍ଜନ
0
ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି
0
SHARES
46
VIEWS

ଭୁବନେଶ୍ବର: ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କର ପରଲୋକ ନେଇ ତାଙ୍କର ଘନିଷ୍ଠ ସଂପର୍କୀୟଙ୍କ ସୂତ୍ରରୁ ଏହି ସୂଚନା ମିଳିଛି।

ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଛି ଦିନ ପୂର୍ବରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କର  ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କିଛିଦି ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ବାବୁସାନ୍ ଫିଲ୍ମସର ନୂଆ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ଚାଲିଥିବା ବେଳେ ଉତ୍ତମ ମହାନ୍ତି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଉତ୍ତମ ମହାନ୍ତି ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ଅଭିନୟ କରିଛନ୍ତି।

ଉତ୍ତମ ମହାନ୍ତିଙ୍କ ନାମରେ ଅନେକ ବ୍ଲକବଷ୍ଟର ଓଡ଼ିଆ ଚଳଚ୍ଚିତ୍ର ଅଛି। ସେ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମା ସମେତ ପ୍ରାୟ ୧୩୫ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ, ସେ କିଛି ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ମହାନ୍ତି ତାଙ୍କ ବଳିଷ୍ଠ ଅଭିନୟ ପାଇଁ ଅନେକ ପୁରସ୍କାର ଜିତିଛନ୍ତି।

ଉତ୍ତମ ମହାନ୍ତି ଏକମାତ୍ର ଓଡ଼ିଆ ଅଭିନେତା ଥିଲେ ଯିଏ ୧୯୮୨, ୧୯୮୩ ଏବଂ ୧୯୮୪ ରେ ଲଗାତାର ତିନି ବର୍ଷ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୧୯୯୯ ରେ, ତାଙ୍କୁ ପ୍ରତିଷ୍ଠିତ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଉତ୍ତମଙ୍କ ଅଭିନୀତ ସିନେମାଗୁଡ଼ିକ ହେଲା ୧୯୭୭- ଅଭିମାନ, ୧୯୭୮- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ପତିପତ୍ନୀ, ଶଙ୍ଖମହୁରୀ, ସରପଞ୍ଚ ବାବୁ, ୧୯୭୯-ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦- ରାମାୟଣ, ରାମ ବଳରାମ, ୧୯୮୧-ଅକ୍ଷୟ ତୃତୀୟା, ଆରତି, ଦେବଯାନୀ, ୧୯୮୨- ଅସ୍ତରଙ୍ଗ, ଫୁଲ ଚନ୍ଦନ, ଦେଖ୍‌ ଖବର ରଖ୍‌ ନଜର, ଜ୍ୱାଇଁପୁଅ, ୧୮୮୩- ଅଭିଳାଷ, ଝିଅଟି ସୀତାପରି, ରାମ ରହିମ୍‌, ଜାଇଫୁଲ, ୧୯୮୪- ଦଣ୍ଡା ବାଳୁଙ୍ଗା, ଜନନୀ, ୧୮୮୫- ଚକାଭଉଁରୀ, ସମୟ ବଡ଼ ବଳବାନ୍‌, ଶଙ୍ଖା ସିନ୍ଦୂର, ୧୯୮୬- ସହରୀ ବାଘ, ସତ କେବେ ଲୁଚି ରହେନା, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଜୋର୍‌ଯାର ମୁଲକ ତାର, ପକା କମଳ ପୋତ ଛତା, ୧୯୮୭ – ବଧୂ ନିରୁପମା, ଚକାଆଖି ସବୁ ଦେଖୁଛି, ଏଇତ ଦୁନିଆ, ଗୋଲାମଗିରି, ଅନ୍ୟାୟ ସହିବି ନାହିଁ, ମିଛ ମାୟାର ସଂସାର, ସୁନା ଚଢ଼େଇ, ତୁଣ୍ଡ ବାଇଦ, ୧୯୮୮- ଥିଲି ଝିଅ ହେଲି ବୋହୂ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, କନ୍ୟାଦାନ, ପାପପୂଣ୍ୟ, ପୁଅ ମୋର କଳାଠାକୁର, ଚକାଡୋଳା କରୁଛି ଲୀଳା, ୧୯୮୯- ଦଇବ ଦଉଡ଼ି, ହସ ଲୁହ ଭରା ଦୁନିଆ, ରଜନୀଗନ୍ଧା, ନ୍ୟାୟ ଅନ୍ୟାୟ, ପରଦେଶୀ ଚଢ଼େଇ, ଠାକୁର ଅଛନ୍ତି ଚଉବାହାକୁ, ୧୯୯୦- ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଶାସ୍ତି, ଯାଦେବୀ ସର୍ବେ ଭୂତେଷୁ, ଗୋପରେ ବଢ଼ୁଛି କଳାକାହ୍ନେଇ, ରାଜାରାଣୀ, କଣ୍ଢେଇ, ପଞ୍ଚୁପାଣ୍ଡବ, ନୂଆ ଭାଉଜ, ବିଧିର ବିଧାନ, ୧୯୯୧-ନୟା ଜହର(ହିନ୍ଦୀ), ଆମ ଘର ଆମ ସଂସାର, ମୁକ୍ତିତୀର୍ଥ, ବସ୍ତ୍ର ହରଣ, ଅକୁହା କଥା, କପାଳ ଲିଖନ, ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୨- ବାଦ୍‌ଶାହା, ଭୀଷ୍ମପ୍ରତିଜ୍ଞା, ଉଦଣ୍ଡୀ ସୀତା, ମା’, ନାଗପଞ୍ଚମୀ, ସୁଖ ସଂସାର, ୧୯୯୩- ସୁଖରେ ସ୍ବର୍ଗ, ଭାଗ୍ୟ ହାତରେ ଡୋରି, ଦାଦାଗିରି,୧୯୯୪- ଅକୁହା କଥା, ନାଗଜ୍ୟୋତି, ପାଚେରି ଉଠିଲା ମଝି ଦୁଆରୁ, ୧୯୯୫- ରକ୍ତ କହିବ କିଏ କାହାର, ୧୯୯୬- ପୁଅ ମୋର ଭୋଳା ଶଙ୍କର, ସକଳ ତୀର୍ଥ ତୋ ଚରଣେ, ୧୯୯୭- ଲକ୍ଷେ ଶିବ ପୂଜି ପାଇଛି ପୁଅ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ରଘୁ ଅରକ୍ଷିତ, ୧୯୯୮- ରୂପା ଗଁାର ସୁନା କନିଅଁା, ସହର ଜଳୁଛି, ୧୯୯୯- କାଳ ଚକ୍ର, ମା’ ପରି କିଏ ହେବ, ୨୦୦୧- ବାଜି , ମୋ କୋଳ ତୋ ଝୁଲଣା, ୨୦୦୨- ଧର୍ମ ସହିଲେ ହେଲା, ସମୟ ଖେଳୁଛି ଚକା ଭଉଁରୀ, ସେହି ଝିଅଟି, ୨୦୦୫- ଅଗ୍ନି ପରୀକ୍ଷା, ଓଁ ଶାନ୍ତି ଓମ୍‌, ବାବାଜି, ୨୦୦୭- ଏ ଯୁଗର କୃଷ୍ଣସୁଦାମା, ମୁଁ ତୋତେ ଲଭ୍‌ କରୁଛି, ତୁମକୁ ପାରୁନି ତ ଭୁଲି, ୨୦୦୯- ରୋମିଓ ଲଭର ବୟ, ଆଇଲାରେ ଓଡ଼ିଆ ପୁଅ, ତୁ ମୋରି ପାଇଁ, ପାଗଳ କରିଛି ପାଉଁଜି ତୋର, ୨୦୧୭- ଦିଲ୍‌ କା ରାଜା, ୨୦୨୨- ବିଦ୍ୟାରାଣ ପୁରସ୍କାର ଏବଂ ପ୍ରଶଂସାର କଥା ଆସିଲେ, ଉତ୍ତମ ମହାନ୍ତି ୨୦୧୨ ରେ ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର, ଫୁଲ ଚନ୍ଦନ, ଝିଅଟି ସୀତା ପାରି, ଦଣ୍ଡା ବାଳୁଙ୍ଗା ଏବଂ ସୁନା ଚଢେଇ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ‘ତୋ ବିନୁ ଅନ୍ୟଗତି ନାହିଁ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କୁ ୧୯୯୯ ରେ ସବୁଠାରୁ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ, ସେ ଚିତ୍ରପୁରୀ, ବାଣୀଚିତ୍ର, ଚଳଚିତ୍ର ଜଗତ ପୁରସ୍କାର ପାଇଛନ୍ତି। ସେ ୨୦୦୮ରେ ୫ମ FITFAT ବାଇସ୍କୋପ ପୁରସ୍କାର ମଧ୍ୟ ପାଇଛନ୍ତି।

ତେବେ ଉତ୍ତମ ମହାନ୍ତିଙ୍କର ପରଲୋକ ଖବର ଶୁଣି ଅନେକ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କଳାକାର, ଦର୍ଶକ ଓ ପ୍ରଶଂସକ ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଅଭିନେତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି। ସେହିପରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Previous Post

ସେବା ମହୋତ୍ସବ ଉଦଯାପିତ

Next Post

କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ?

editor himmat news

editor himmat news

Next Post
କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ?

କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ?

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

March 13, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

February 26, 2025
ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

February 27, 2025
ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

February 26, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

1
ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

1

The Legend of Zelda: Breath of the Wild gameplay on the Nintendo Switch

0

Shadow Tactics: Blades of the Shogun Review

0
ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ  ନାମ’

ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ ନାମ’

March 23, 2026
ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

March 23, 2026
ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

March 23, 2026
ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

March 23, 2026

Recent News

Facebook Twitter Youtube RSS

Himmat News

Himmat, a leading news house in Odisha, serves as a vital source of information, delivering news on politics, business, culture, sports, and current affairs.

Follow Us

Browse by Category

  • Uncategorized
  • ଆଞ୍ଚଳିକ
  • ଖାଦ୍ୟ ପ୍ରସ୍ତୁତି
  • ଖେଳ
  • ଜୀବନଚର୍ଯ୍ୟl
  • ଦେଶ-ବିଦେଶ
  • ବିଶେଷ
  • ମନରୋଞ୍ଜନ
  • ରାଜ୍ୟ
  • ରାଶିଫଳ
  • ସଂପାଦକୀୟ
  • ସ୍ବାସ୍ଥ୍ୟ

Recent News

ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ  ନାମ’

ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ ନାମ’

March 23, 2026
ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

March 23, 2026

© 2025 Himmat News

No Result
View All Result
  • Home
  • Epaper
  • ରାଜ୍ୟ
  • ଦେଶ-ବିଦେଶ
  • ଆଞ୍ଚଳିକ
  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
  • ସଂପାଦକୀୟ

© 2025 Himmat News