ଜଗତସିଂହପୁର ବ୍ଲକ ସ୍ଥାନୀୟ ପଲ୍ଲୀ ପଞ୍ଚାୟତତ ବାଜପୁର ଗ୍ରାମର ରେ ତ୍ରିନାଥ ମନ୍ଦିର ର2ତମ ବାର୍ଷିକ ଉତ୍ସବ ଓ ବିଶ୍ୱ ଶାନ୍ତି ମହା ଯଂଜ୍ଞ ଗତ କାଲି ଅନୁଷ୍ଠିତ ହୋଇଯାଇଅଛି, ଅଙ୍କୁରୋପଣ କଳସ ଯାତ୍ରା ସୂର୍ଯ୍ୟ ପୂଜା ଗୋ ପୂଜା ଘଟ ସ୍ଥାପନ ସହସ୍ର ନାମ ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ରେ ରବୀନ୍ଦ୍ର ସାହୁ ଓ ତାଙ୍କ ଧର୍ମ ପତ୍ନୀ କର୍ତା କର୍ତ୍ତୀ ଭାବେ ଯଂଜ୍ଞ ମଣ୍ଡପ ରେ ବସି ଆହୁତି ପ୍ରଦାନ କରିଥିଲେ, ମନ୍ଦିର ର ନିତ୍ୟ ସେବକ ପୂଜକ ଯଥା ରୀତି ଓ ନୀତି ଅନୁସାରେ ପୂଜାର୍ଚନା କରିଥିଲେ, ମୁଖ୍ୟ କପିଳ ଚରଣ ସାହୁ, ବିଷ୍ଣୁ ଚରଣ ମହାନ୍ତି, ଅବିନାଶ ସାହୁ , ସ୍ଥାନୀୟ ସଂକୀର୍ତନ ମଣ୍ଡଳୀ ଦିବସ ବ୍ୟାପି ନାମ ସଂକୀର୍ତନ କରିଥିଲେ,ସନ୍ଧ୍ୟା ରେ ଭଜନ ସମାରୋହ ଓ ପ୍ରସାଦ ସେବନ ହୋଇଥିଲା, ସମସ୍ତ ବାଜପୁର ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ