ବ୍ରହ୍ମପୁର ୨୫.୦୨.୨୦୨୫ ( ସୁରେଶ ଚନ୍ଦ୍ର ତ୍ରିପାଠୀ ) : ବ୍ରହ୍ମପୁର,ମଧ୍ୟାହ୍ନ ୧୨.୦୦ ଟାରେ ବ୍ରହ୍ମପୁର ସାନବଜାର ସ୍ଥିତ ଅରୁନ୍ଧତୀ Jewelers ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁ ଉଦଘାଟନ କଲେ ମୁଖ୍ୟଅତିଥି ମାନନୀୟ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଏହି ଅବସରରେ ବିଧାୟକ ନିଜ ବକ୍ତ୍ୟବରେ ଆୟୋଜକ ଅରୁନ୍ଧତୀ Jewelers ର ଏହିପରି ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ, ବ୍ରହ୍ମପୁର ବିଧାୟକ ଉପସ୍ଥିତ ହୋଇ ରକ୍ତଦାତା ଙ୍କୁ ଉଚ୍ଚlହିତ କରିଥିବାରୁ ଅରୁନ୍ଧତୀ Jewelers ର ସମସ୍ତ କାର୍ଯ୍ୟକର୍ତ୍ତା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ.