• About
  • Advertise
  • Privacy & Policy
  • Contact
himmatnews.com
Advertisement
  • Home
  • Epaper
  • ରାଜ୍ୟ
    ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

    ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

    ଭାରତୀୟ ରେଳବାଇ ଦ୍ୱାରା ଦୁଇଟି ନୂତନ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ଶୁଭାରମ୍ଭ

    ସମ୍ୱଲପୁର ଓ ବରଗଡ଼ ବିଧାୟକମାନଙ୍କ ସହ  ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଜାତୀୟ ପଂଚାୟତ ସମ୍ମାନରେ ଓଡ଼ିଶାକୁ ୫ଟି ପୁରସ୍କାର

    ମୌସୁମୀ ପାଇଁ ପାଗ ଅନୁକୂଳ

    ମୌସୁମୀ ପାଇଁ ପାଗ ଅନୁକୂଳ

    Trending Tags

    • Trump Inauguration
    • United Stated
    • White House
    • Market Stories
    • Election Results
  • ଦେଶ-ବିଦେଶ
  • ଆଞ୍ଚଳିକ
    ​ ଜିଲ୍ଲା କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଜନ୍ମଜୟନ୍ତୀ ପାଳିତ

    ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ

    ବନକର୍ମଚାରୀଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ

    ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ

    ୱାକାଥନ୍ ଓ ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ପୂର୍ବ ତଟ ରେଳପଥ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ

    ଗଞ୍ଜାମ ଜିଲ୍ଲା ପ୍ଲାନିଂ କମିଟି ନିର୍ବାଚନ ରେ ବିଜୁ ଜନତା ଦଳ ର ମହାବିଜୟ

  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl

      Shooting More than 40 Years of New York’s Halloween Parade

      Why Millennials Need to Save Twice as Much as Boomers Did

      Doctors take inspiration from online dating to build organ transplant AI

      How couples can solve lighting disagreements for good

      Here’s Some of the Best Sneakers on Display at London Fashion Week

      Is Japan the Most Overrated Travel Destination in the World?

      Trending Tags

      • Golden Globes
      • Game of Thrones
      • MotoGP 2017
      • eSports
      • Fashion Week
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    Game of Thrones spending just as long making fewer episodes

  • ସଂପାଦକୀୟ
    ବିଶ୍ବ ଦହିବରା ଦିବସ

    ବିଶ୍ବ ଦହିବରା ଦିବସ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ଗାଳିର ଅନ୍ୟ ରୂପ ଶାନ୍ତି 

    ଗାଳିର ଅନ୍ୟ ରୂପ ଶାନ୍ତି 

    These Are the 5 Big Tech Stories to Watch in 2017

    With 150 million daily active users, Instagram Stories is launching ads

    Trending Tags

    • Nintendo Switch
    • CES 2017
    • Playstation 4 Pro
    • Mark Zuckerberg
No Result
View All Result

Home ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ

Amarendra Mohapatra by Amarendra Mohapatra
November 14, 2026
in ଆଞ୍ଚଳିକ
0
ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ
0
SHARES
4
VIEWS

ମାଲକାନଗିରି, ୧୪/୧୧ (ସତ୍ୟ ନାରାୟଣ ଦାଶ) : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୫ ତାରିଖର ମାଲକାନଗିରି ଜିଲ୍ଲା ଗସ୍ତକୁ କଡ଼ା ବିରୋଧ କରି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅତ୍ୟନ୍ତ ଜୋରଦାର, କ୍ରୋଧାନ୍ୱିତ ଏବଂ ପ୍ରତିବାଦମୂଳକ ସ୍ୱର ଉତ୍ତୋଳନ କରାଯାଇଛି, ଯେଉଁଥିରେ ସରକାରଙ୍କ ସର୍ବଗ୍ରାସୀ ଅବହେଳା ଓ ପ୍ରତାରଣାକୁ ପଦାରେ ପକାଯାଇଛି; ଦୀର୍ଘ ବର୍ଷ ଧରି ମାଲକାନଗିରିର ମୋଟୁ ଅଞ୍ଚଳରେ ପୋଲାଭରମ୍ ପ୍ରକଳ୍ପର କରାଳଗ୍ରାସ ଓ କ୍ଷତିପୂରଣ ଦାବିରେ ଜନସାଧାରଣ ଲଢ଼ିଆସୁଥିଲେ ମଧ୍ୟ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଟ୍ରିପଲ୍ ଇଞ୍ଜିନ ସରକାର ଗ୍ରାମସଭା କି ପଲ୍ଲୀସଭା କରାଇ ଗରୀବ ଜନତାଙ୍କୁ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ସେପଟେ ମାଲକାନଗିରି ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ବାରମ୍ବାର ଓହ୍ଲାଉଥିଲେ ହେଁ ଏହାକୁ ଡିଜିସିଏ ଦ୍ୱାରା ସ୍ଥାୟୀ ମଞ୍ଜୁରୀ କରାଇ କାର୍ଯ୍ୟକାରୀ କରିବାରେ ଅକ୍ଷମ ରହିଛନ୍ତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ବିଶାଖାପାଟନମ୍, ରାୟପୁର, ହାଇଦ୍ରାବାଦ ତଥା ଭୁବନେଶ୍ୱର ସଂଯୋଗୀକରଣ ଓ ଅର୍ଥନୈତିକ ସମୃଦ୍ଧିର ଯୋଜନାକୁ ଧୂଳିସାତ୍ କରିଦେଇଛନ୍ତି, ମାଥିଲିରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥର ଗୁରୁତ୍ୱପୂର୍ଣ୍ଣ ତଳିଆ ସେତୁଗୁଡ଼ିକୁ ଉଚ୍ଚ ସେତୁରେ ରୂପାନ୍ତରିତ କରିବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିବା ନିର୍ମାଣ କାର୍ଯ୍ୟକୁ ଏହି ଅଳସୁଆ ସରକାର ଆଜି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି, ରାଜ୍ୟର ବେକାର ଯୁବକଯୁବତୀଙ୍କୁ ଜିଲ୍ଲାସ୍ତରୀୟ ନିଯୁକ୍ତି ଦେବାର ବଡ଼ବଡ଼ ପ୍ରତିଶ୍ରୁତି କେବଳ କାଗଜପତ୍ର ଓ ଭାଷଣରେ ସୀମିତ ରହିଛି, ଗତବର୍ଷ ମାଲ୍ୟବନ୍ତ ମହୋତ୍ସବରେ ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଘୋଷିତ ମେଗା ଫୋର୍ ଲେନ୍ ରାସ୍ତା ନିର୍ମାଣର ଆଜିଯାଏଁ କୌଣସି ନାମଗନ୍ଧ ନାହିଁ କି ମାଲକାନଗିରି ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ କଲେଜରେ ପରିଣତ କରିବାର ପ୍ରତିଶ୍ରୁତି କେବଳ ଫମ୍ପା ଆଶ୍ୱାସନାରେ ପରିଣତ ହୋଇଛି, ସେହିପରି ଅବହେଳିତ କୋଣ୍ଡାରେଡ୍ଡୀ ଛାତ୍ରଛାତ୍ରୀଙ୍କ ଆବାସିକ ଗୃହ ନିର୍ମାଣ ନିମନ୍ତେ ଘୋଷିତ ୩ କୋଟି ଟଙ୍କାର ଅନୁଦାନ ଆଜିଯାଏଁ ମାଟିରେ ରୂପ ନେଇପାରି ନାହିଁ, ଗତବର୍ଷର ମାଲ୍ୟବନ୍ତ ମହୋତ୍ସବରେ ୨୪୫ କୋଟି ଟଙ୍କାର ୮୮ଟି ପ୍ରକଳ୍ପର ଯେଉଁ ପ୍ରହସନମୂଳକ ଉଦ୍ଘାଟନ କରାଯାଇଥିଲା ତାର ବାସ୍ତବରେ କୌଣସି ଅସ୍ତିତ୍ୱ ନାହିଁ, ଜୟପୁର-ମାଲକାନଗିରି ରେଳପଥ ପ୍ରକଳ୍ପ ପାଇଁ ପୂର୍ବ ସରକାର ୨୫ ପ୍ରତିଶତ ଜମି ବିନାମୂଲ୍ୟରେ ଯୋଗାଇଦେବାକୁ ଘୋଷଣା କରିଥିଲେ ବି ଡବଲ ଇଞ୍ଜିନ ସରକାର ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଗକୁ ବଢ଼ାଇ ପାରିନାହାନ୍ତି, ଗତବର୍ଷର ଭୟଙ୍କର ବନ୍ୟା ଓ ବର୍ଷାରେ ଧ୍ୱଂସପ୍ରାପ୍ତ ହୋଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଆଜିପର୍ଯ୍ୟନ୍ତ ସରକାରୀ ସହାୟତା କି କ୍ଷତିପୂରଣ ମିଳିପାରି ନାହିଁ, ନୂତନ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ନାମରେ ଗଣମାଧ୍ୟମରେ ମାଳମାଳ ବିଜ୍ଞାପନ ଦିଆଯାଉଥିବାବେଳେ ମାଲକାନଗିରିରେ ପ୍ରାୟ ୭ ମାସ ହେଲା ଶହ ଶହ ବୃଦ୍ଧବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇ ହାହାକାର କରୁଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ନିର୍ମିତ ସମସ୍ତ ପୁରୁଣା କୋଠାଗୁଡ଼ିକୁ କେବଳ ନୂଆ ରଙ୍ଗ ମାରି ନିଜର ବୋଲି ପ୍ରଚାର କରାଯାଉଛି ଏବଂ ପୁରୁଣା ‘ଲକ୍ଷ୍ମୀ ବସ୍’ ଗୁଡ଼ିକର ରଙ୍ଗ ବଦଳାଇ ବାହାବା ନିଆଯାଉଛି, ଏବଂ ସବୁଠୁ ବଡ଼ କଥା ହେଲା ମୋଟୁରୁ ଭୁବନେଶ୍ୱର ବା ପୁରୀ ଯିବାଆସିବା ପାଇଁ ବସ୍ ଭଡ଼ାକୁ ଅହେତୁକ ଭାବେ ଆକାଶଛୁଆଁ ବୃଦ୍ଧି କରାଯାଇଥିବାରୁ ସାଧାରଣ ଶ୍ରମିକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ଅତ୍ୟନ୍ତ ଦୟନୀୟ ଭାବେ ପ୍ରଭାବିତ ହେଉଛନ୍ତି; ଏଭଳି ସର୍ବଗ୍ରାସୀ ଅବହେଳା, ଜନବିରୋଧୀ ନୀତି ଏବଂ ମିଥ୍ୟା ପ୍ରତିଶ୍ରୁତିର କଡ଼ା ପ୍ରତିବାଦ କରି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ ଓ ତୀବ୍ର ବିରୋଧ କରାଯାଉଛି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି,ବିଜେଡି ଷ୍ଟେଟ୍ ସେକ୍ରେଟାରୀ ଦୁର୍ଗା ପ୍ରସାଦ ତ୍ରିପାଠୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ଟାଙ୍ଗୁଲୁ,ସର୍ବ କୁମାର ବିଶାୟୀ,ସଦାନନ୍ଦ ଖରା
ଏବଂ ଅନ୍ୟାନ୍ୟ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ ।

Previous Post

ୱାକାଥନ୍ ଓ ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ପୂର୍ବ ତଟ ରେଳପଥ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ

Next Post

ବନକର୍ମଚାରୀଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ

Amarendra Mohapatra

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 24k Followers
  • 99 Subscribers
  • Trending
  • Comments
  • Latest
ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

March 13, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

February 26, 2025
ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

February 27, 2025
ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

February 26, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

1
ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

1

The Legend of Zelda: Breath of the Wild gameplay on the Nintendo Switch

0

Shadow Tactics: Blades of the Shogun Review

0
​ ଜିଲ୍ଲା କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଜନ୍ମଜୟନ୍ତୀ ପାଳିତ

​ ଜିଲ୍ଲା କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଜନ୍ମଜୟନ୍ତୀ ପାଳିତ

November 14, 2026
ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ

ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ

November 14, 2026
ବନକର୍ମଚାରୀଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ

ବନକର୍ମଚାରୀଙ୍କ ଦ୍ବାରା ବଜ୍ରକାପ୍ତା ଉଦ୍ଧାର ଜଣେ ଗିରଫ

November 14, 2026
ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ

ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ବିଜେଡିର ସାମ୍ବାଦିକ ସମ୍ମିଳନୀ

November 14, 2026

Recent News

Facebook Twitter Youtube RSS

Himmat News

Himmat, a leading news house in Odisha, serves as a vital source of information, delivering news on politics, business, culture, sports, and current affairs.

Follow Us

Browse by Category

  • Uncategorized
  • ଆଞ୍ଚଳିକ
  • ଖାଦ୍ୟ ପ୍ରସ୍ତୁତି
  • ଖେଳ
  • ଜୀବନଚର୍ଯ୍ୟl
  • ଦେଶ-ବିଦେଶ
  • ବିଶେଷ
  • ମନରୋଞ୍ଜନ
  • ରାଜ୍ୟ
  • ରାଶିଫଳ
  • ସଂପାଦକୀୟ
  • ସ୍ବାସ୍ଥ୍ୟ

Recent News

​ ଜିଲ୍ଲା କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଜନ୍ମଜୟନ୍ତୀ ପାଳିତ

​ ଜିଲ୍ଲା କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଜନ୍ମଜୟନ୍ତୀ ପାଳିତ

November 14, 2026
ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ

ଜେନ ଯୀ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ କାର୍ଯ୍ୟକ୍ରମ

November 14, 2026

© 2025 Himmat News

No Result
View All Result
  • Home
  • Epaper
  • ରାଜ୍ୟ
  • ଦେଶ-ବିଦେଶ
  • ଆଞ୍ଚଳିକ
  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
  • ସଂପାଦକୀୟ

© 2025 Himmat News