ବ୍ରହ୍ମପୁର ତା ୦୩.୦୩ ( ସୁରେଶ ଚନ୍ଦ୍ର ତ୍ରିପାଠୀ ) : ଦିଗପହଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ସମିତି ବୈଠକ, ବିକଶିତ ଗାଁ ବିକଶିତ ଓଡିଶା ଆଲୋଚନା କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ, ସନ୍ନମାନୀୟ ଅତିଥି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ସମିତି ଅଧକ୍ଷା,ଉପସ୍ଥିତି ରେ ଓଡିଶା ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଆଲୋଚନା କରିଥିଲେ ଗାଁ ର ବିକାଶ ହେଲେ ଓଡିଶା ର ବିକାଶ ହେବ ବୋଲି ଅତିଥି ମାନେ ନିଜ ନିଜ ବ୍ୟକ୍ତବ୍ୟରେ ମତ ରଖିଥିଲେ . ଅନ୍ୟ ମାନଙ୍କ ମଧ୍ୟରେ ସମିତିର ସମସ୍ତ ସଦସ୍ୟ / ସଦସ୍ୟା ଓ ଦିଗପହଣ୍ଡି ବ୍ଲକ ର ବହୁ ବରିଷ୍ଠ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ.










































