ନୂଆଦିଲ୍ଲୀ (ଏଜନ୍ସି) : ଦେଶରେ ୩ ଗୁଣା ବଢ଼ିଛି ଡିଜିଟାଲ ଅୋରଷ୍ଟ, ସମୟଅନୁସାରେ ବଦଳିବାରେ ଲାଗିଛି ଅପରାଧର ପରିଭାଷା, ଅପରାଧୀମୋନ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ସମ୍ପ୍ରତି ସ୍କୁଲ ପିଲାଙ୍କଠାରୁ ନେଇ ଗୃହିଣୀ, ସରକାରୀ ଚାକିରିଆ ଓ ବ୍ୟବସାୟୀମୋନ ମୋବାଇଲ ଫୋନ୍ ଓ ଇଣ୍ଟରେନଟ୍ ଉପେର ଏଭଳି ନିଭର୍ରଶୀଳ ହୋଇଗେଲଣି, ଯେମିତି ଏହାକୁ ବାଦ୍େଦେଲ ଜୀବନଚର୍ୟ୍ୟା ନିରଥର୍କ ହୋଇଯିବ। ଅନ୍ଲାଇନ୍ ଉପକରଣ ଓ ସେବା ଉପେର କ୍ରମବର୍ଦ୍ଧିଷ୍ଣୁ ନିଭର୍ରଶୀଳତାକୁ ଦୃଷ୍ଟେିର ରଖି ସାଇବର ଅପରାଧୀମୋନ ଏହାକୁ ଲୁଟ୍ର ମାଧ୍ୟମ କରେିଦଇଛନ୍ତି। ସରକାରୀ ସ୍ତରେର ସତକର୍ତା ବୃଦ୍ଧି ସକୋଶ େଅନକ ପଦେକ୍ଷପ ନିଆଯାଉଥେôଲ ମଧ୍ୟ ୟୁଜର୍ସ େସେତଟା ସେଚତନ ହୋଇପାରୁ ନାହାନ୍ତି। ପରିଣାମସ୍ୱରୂପ ସାଇବର ଅପରାଧୀ ସେମାନଙ୍କୁ ନିଜ ଜାଲେର ଫସାଇ ବିପୁଳ ଅର୍ଥ ଲୁଟ୍ କରିବୋର ସକ୍ଷମ ହେଉଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟେର ଏଭଳି ଅପରାଧ ମାମଲା ସଂଖ୍ୟା ୩ ଗୁଣା ବଢ଼ିଛି। ଏପରି କି ଲୁଟ୍ ଅଥର୍ର ପରିମାଣ ୨୧ ଗୁଣା ବୃଦ୍ଧି ପାଇଥିବା ସରକାରୀ ସୂତ୍ରରୁ ପ୍ରକାଶ। ରାଜ୍ୟ ସଭୋର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଏକ ପ୍ରଶ୍ନର ଉତ୍ତର ଦେଇ ନ୍ୟାଶନାଲ ସାଇବରକ୍ରାଇମ୍ ରେିପାର୍ଟିଂ ପୋର୍ଟାଲ (ଏନ୍ସିଆର୍ପି) ୱେବ୍ସାଇଟ୍େର ପ୍ରଦତ୍ତ ତଥ୍ୟର ଅବତାରଣା କରିଛନ୍ତି। ସେ କହିଛନ୍ତି, ଗତ ୨ ବର୍ଷ ମଧ୍ୟେର ସାଇବର ଅପରାଧ ୩ ଗୁଣା ବଢ଼ିଛି। ୨୦୨େ୨ର ଏଭଳି ୩୯,୯୨୫ ମାମଲା ରୁଜୁ ହୋଇଥିବୋବେଳ ୯୧.୧୪ କୋଟି ଟଙ୍କା ଠେକଇ ହୋଇଥିଲା। ୨୦୨େ୪ର ଏହା ୧,୨୩,୬୭୨କୁ ବୃଦ୍ଧି ପାଇଥିଲା। ଠେକଇ ଟଙ୍କାର ପରିମାଣ ୨୧ ଗୁଣ ବୃଦ୍ଧିପାଇ ୧୯,୩୫.୫୧ କୋଟେିର ପହଞ୍ଚତ୍ଥିଲା। ୨୦୨୫ର ପ୍ରଥମ ୨ ମାସ ଭିତେର ୧୭,୭୧୮ ମାମଲା ରୁଜୁ ହୋଇଥିବୋବେଳ ଫେବୃଆରୀ ୨୮ ସୁଦ୍ଧା ସାଇବର ଅପରାଧୀ ଲୋକଙ୍କଠାରୁ ୨୧୦.୨୧ କୋଟି ଟଙ୍କା ଲୁଟ୍ କରିଛନ୍ତି। ଏହି ପୋର୍ଟାଲେର ସାଇବରକ୍ରାଇମ୍ ଘଟଣାଗୁଡ଼ିକ ରେିପାର୍ଟ କରାଯାଉଛି। ସେଗୁଡ଼ିକୁ ମାମଲୋର ପରବର୍ତ୍ତିତ କରି ପରବର୍ତ୍ତୀ ସମୟେର କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଇନ ପ୍ରବତ୍ତର୍ନକାରୀ େଏଜନ୍ସିଗୁଡ଼ିକ ଆଇନାନୁସୋର କାର୍ୟ୍ୟାନୁଷ୍ଠାନ ନେଉଥିବା ବିଷୟ ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଇଣ୍ଡିଆନ୍ ସାଇବର କ୍ରାଇମ୍ କୋ-ଅର୍ଡେିନଶନ୍ ସେଣ୍ଟର (୧୪ସି) ତତ୍ପରତା ସହ ୩,୯୬୨ ସ୍କାଇପ୍ ଆଇଡି ଏବଂ ୮୩,୬୮୮ ହ୍ୱାଟ୍ସଆପ୍ ଆକାଉଣ୍ଟ ଚିହ୍ନଟ କରି ସେଗୁଡ଼ିକୁ ବ୍ଲକ୍ କରିଛି। ଏହି ଆଇଡି ଏବଂ ଆକାଉଣ୍ଟଗୁଡ଼ିକୁ ଡିଜିଟାଲ ଅୋରଷ୍ଟ ପାଇଁ ବ୍ୟବହାର କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଅଦ୍ୟାବଧି ୧୩.୩୬ ଲକ୍ଷ ଅଭେିଯାଗ ଉପେର ୪,୩୮୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଫେରାଇ ଅଣାଯାଇପାରିଛି। ଅନ୍ଲାଇନ୍ ସାଇବର ଅଭେିଯାଗ ଦାଖଲ ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୩୦ ଜାରି କରାଯାଇଛି। ଅନ୍ଲାଇନ୍ ଠେକଇର ଶିକାର ହେଉଥିବା ଲେୋକ ଏଥେôର ନିଜ ଅଭେିଯାଗ ଦାଖଲ କରିପାରେିବ ବୋଲି ଉଚ୍ଚ ସଦନେର ମନ୍ତ୍ରୀ ସୂଚନା ଦେଇଛନ୍ତି।