• About
  • Advertise
  • Privacy & Policy
  • Contact
himmatnews.com
Advertisement
  • Home
  • Epaper
  • ରାଜ୍ୟ
    ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

    ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

    ଭାରତୀୟ ରେଳବାଇ ଦ୍ୱାରା ଦୁଇଟି ନୂତନ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ଶୁଭାରମ୍ଭ

    ସମ୍ୱଲପୁର ଓ ବରଗଡ଼ ବିଧାୟକମାନଙ୍କ ସହ  ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଜାତୀୟ ପଂଚାୟତ ସମ୍ମାନରେ ଓଡ଼ିଶାକୁ ୫ଟି ପୁରସ୍କାର

    ମୌସୁମୀ ପାଇଁ ପାଗ ଅନୁକୂଳ

    ମୌସୁମୀ ପାଇଁ ପାଗ ଅନୁକୂଳ

    Trending Tags

    • Trump Inauguration
    • United Stated
    • White House
    • Market Stories
    • Election Results
  • ଦେଶ-ବିଦେଶ
  • ଆଞ୍ଚଳିକ
    ମା ଠାକୁରାଣୀ ଙ୍କ ବାର୍ଷିକ ପଣପାଣି ପୂଜା ରେ ଯୋଗଦେଲେ : ବିଧାୟକ

    ମୟୂରଭଞ୍ଜରେ ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

    ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ

    ଖେଡାପଡା ଗାଁ ନିକଟରେ ଭୟାବହ ବସ୍ ଦୁର୍ଘଟଣା

    ଖେଡାପଡା ଗାଁ ନିକଟରେ ଭୟାବହ ବସ୍ ଦୁର୍ଘଟଣା

    ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଅନୁଷ୍ଠିତ

    ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

    ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl

      Shooting More than 40 Years of New York’s Halloween Parade

      Why Millennials Need to Save Twice as Much as Boomers Did

      Doctors take inspiration from online dating to build organ transplant AI

      How couples can solve lighting disagreements for good

      Here’s Some of the Best Sneakers on Display at London Fashion Week

      Is Japan the Most Overrated Travel Destination in the World?

      Trending Tags

      • Golden Globes
      • Game of Thrones
      • MotoGP 2017
      • eSports
      • Fashion Week
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    Game of Thrones spending just as long making fewer episodes

  • ସଂପାଦକୀୟ
    ବିଶ୍ବ ଦହିବରା ଦିବସ

    ବିଶ୍ବ ଦହିବରା ଦିବସ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ଗାଳିର ଅନ୍ୟ ରୂପ ଶାନ୍ତି 

    ଗାଳିର ଅନ୍ୟ ରୂପ ଶାନ୍ତି 

    These Are the 5 Big Tech Stories to Watch in 2017

    With 150 million daily active users, Instagram Stories is launching ads

    Trending Tags

    • Nintendo Switch
    • CES 2017
    • Playstation 4 Pro
    • Mark Zuckerberg
No Result
View All Result

Home ଆଞ୍ଚଳିକ

ଜମାଳପୁରରେ ହେଉଥିବା ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ୩୨ ବେଶ ଓ ମନୋରମ ଲୋକ ମହୋତ୍ସବ ଉଦଘାଟିତ

Amarendra Mohapatra by Amarendra Mohapatra
March 26, 2025
in ଆଞ୍ଚଳିକ
0
ଜମାଳପୁରରେ ହେଉଥିବା ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ୩୨ ବେଶ ଓ ମନୋରମ ଲୋକ ମହୋତ୍ସବ ଉଦଘାଟିତ
0
SHARES
0
VIEWS

ଜଳେଶ୍ବର : ସୁବର୍ଣ୍ଣରେଖା ପୁର୍ଣ୍ଣତୋୟା ନଦୀ ସନ୍ନିକଟ ଜଳେଶ୍ବର ବ୍ଲକ ଅନ୍ତର୍ଗତ ଜମାଳପୁର ଖେଳପଡିଆରେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ  ଅପରୁପ ୩୨ ବେଶ ଓ ଲୋକ ମହୋତ୍ସବ ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ସକାଳେ ଶହ ଶହ ମହିଳା ଭକ୍ତ ସୁବର୍ଣ୍ଣରେଖା ନଦୀର ବାଗ ଘାଟରୁ ପବିତ୍ର ପାଣି ଉତ୍ତୋଳନ କରି ସୁଶୋଭିତ ଶୋଭାଯାତ୍ରାରେ ପରିକ୍ରମା ସହ ମହୋତ୍ସବ ସ୍ଥଳରେ ପହଞ୍ଚିଥିଲେ। ଅପରାହ୍ନରେ ୪ କିଲୋମିଟର ଦୂର ମାଳଗଡିଆ  ଠାରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଓଡ଼ିଶାର ପ୍ରସିଦ୍ଧ ସାଂସ୍କୃତିକ କଳାକାର ମାନେ ତାଙ୍କର ବାଦ୍ୟ ନୃତ୍ୟ ପ୍ରଦର୍ଶନ ସହିତ ବିରାଟ ଶୋଭାଯାତ୍ରାରେ ମହୋତ୍ସବ ସ୍ଥଳରେ ପହଞ୍ଚିଥିଲେ। ରଙ୍ଗା ରଙ୍ଗ ଆଲୋକମାଳା, ପୁରୀସ୍ଥିତ ଶ୍ରୀମନ୍ଦିର ସଦୃଶ ସୁସଜ୍ଜିତ ମନ୍ଦିର, ମେଘନାଦ ପାଚେରୀ,ସିଂହଦ୍ୱାର,  ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ୩୨ ବେଶ ଦର୍ଶନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଏହି ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହୋତ୍ସବ ଉଦଘାଟିତ ହୋଇଥିଲା। ବାଲେଶ୍ବର  ପୂର୍ବତନ ସାଂସଦ  ରବିନ୍ଦ୍ର କୁମାର ଜେନା ଆନୁଷ୍ଠାନିକ ଭାବେ ୩୨ବେଶ ଓ ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ମହୋତ୍ସବ କମିଟିର ବରିଷ୍ଠ ସଭ୍ୟ ତଥା ଶିକ୍ଷାବିତ ଖଗେନ୍ଦ୍ର ନାଥ ସାହୁଙ୍କ ପୌରହିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ।ମୁଖ୍ୟ ଅତିଥି ରୂପେ ପୁରୀ ଗୋବର୍ଦ୍ଧନ ପୀଠର ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ରୂପେ  ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସମାଜସେବୀ ସଞ୍ଜୀବ ଗିରି, ସମାଜସେବୀ କନିଷ୍କ ବୋଧିସତ୍ୱ ଦାସ ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ଅଲୌକିକ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ।ଆୟୋଜିତ ସଭାରେ ଜଗନ୍ନାଥ ସଂସ୍କୃତି, ପରମ୍ପରା ପ୍ରଚାର ପ୍ରସାର ଦିଗରେ ଶ୍ରଦ୍ଧାଳୁଙ୍କ ଏଭଳି ବିଶାଳ ଦିବ୍ୟ ଆୟୋଜନ ସମ୍ପର୍କରେ ବକ୍ତା ମାନେ ଅଭିଭାଷଣ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ବରିଷ୍ଠ ସମାଜସେବୀ ମୁନିନ୍ଦ୍ର ଧର  ଅତିଥି ପରିଚୟ ଓ ମଞ୍ଚ ଆହ୍ୱାନ କରିଥିବା ବେଳେ ଶେଷରେ ବରିଷ୍ଠ ସଦସ୍ୟ ଅଧୀର କୁମାର ପ୍ରାମାଣିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପସଭାପତି ଅନୁସୂୟା ପ୍ରଧାନ, ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ମାନସ ଜେନା,ନଗରପାଳ ପ୍ରତୀପ କୁମାର ପ୍ରଧାନ,ସମାଜସେବୀ ସମୀର ପାତ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସ,ଦିଲ୍ଲୀପ କୁମାର ସାମଲ,ବିଜୟ କାମିଳା,ଆରତୀ ଦାସ,ସୁବିନିତା ଦତ୍ତ,ସୁକୁମାର ରଣା,ଲେଲିନ ପ୍ରଧାନ,ବିଶ୍ୱଜିତ ପାଳ, ସଞ୍ଜୀବ ପାଳ, ଆନନ୍ଦ କର,ସୁରଜ ଚୌରାସିଆ,ପୁରୀ ଗୋବର୍ଦ୍ଧନ ପୀଠର ମହାସଚିବ  ସତ୍ୟଜିତ ବେଜ ପ୍ରମୁଖ ଉଦ୍ଘାଟନ ଉତ୍ସବରେ ଅତିଥି ରୂପେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସଞ୍ଚିତା ସେନାପତି, ମଧୁସୂଦନ ସେନାପତି,ସରପଞ୍ଚ ଶୁଭସ୍ମିତା ଦାସ,ପ୍ରବୀର ଦାସ,ଜଳେଶ୍ୱର ଓକିଲ ସଂଘ ସଭାପତି କୁଞ୍ଜ ବିହାରୀ ଦାସ, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନା,ରାଜୀଵ ପରିଡ଼ା, ଅଶୋକ ପରିଡ଼ା,ନନୀଗୋପାଳ ଦାସ,ମନୋଜ ପରିଡ଼ା, ରବୀନ୍ଦ୍ର ନନ୍ଦୀ, ବିଧୁଭୂଷଣ କାନୁନଗୋ,ସୁରେନ୍ଦ୍ର ପାଳ, ସପନ ଦାସ ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀଜଗନ୍ନାଥ ପରମ୍ପରାକୁ ଅଧିକ ରୁଦ୍ଧିମନ୍ତ କରୁଥିବା ସୁନାମଧନ୍ୟ କଳାକାର ଦେବସ୍ମିତା ଆଚାର୍ଯ୍ୟ ଓ ସାଥୀଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣରେ  ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

Previous Post

ଗତ ୫ ବର୍ଷରେ ରାଜ୍ୟରେ ୪୦୮ ଗୁଣି ଗାରେଡି ଜନିତ ମାମଲା

Next Post

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

Amarendra Mohapatra

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 24k Followers
  • 99 Subscribers
  • Trending
  • Comments
  • Latest
ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

March 13, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

February 26, 2025
ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

February 27, 2025
ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

February 26, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

1
ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

1

The Legend of Zelda: Breath of the Wild gameplay on the Nintendo Switch

0

Shadow Tactics: Blades of the Shogun Review

0
ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

June 6, 2026
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

June 6, 2026
ସ୍ୱାସ୍ଥ୍ୟ ସେବା ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସ୍ୱାସ୍ଥ୍ୟ ସେବା ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

June 6, 2026
ମା ଠାକୁରାଣୀ ଙ୍କ ବାର୍ଷିକ ପଣପାଣି ପୂଜା ରେ ଯୋଗଦେଲେ : ବିଧାୟକ

ମା ଠାକୁରାଣୀ ଙ୍କ ବାର୍ଷିକ ପଣପାଣି ପୂଜା ରେ ଯୋଗଦେଲେ : ବିଧାୟକ

June 3, 2026

Recent News

Facebook Twitter Youtube RSS

Himmat News

Himmat, a leading news house in Odisha, serves as a vital source of information, delivering news on politics, business, culture, sports, and current affairs.

Follow Us

Browse by Category

  • Uncategorized
  • ଆଞ୍ଚଳିକ
  • ଖାଦ୍ୟ ପ୍ରସ୍ତୁତି
  • ଖେଳ
  • ଜୀବନଚର୍ଯ୍ୟl
  • ଦେଶ-ବିଦେଶ
  • ବିଶେଷ
  • ମନରୋଞ୍ଜନ
  • ରାଜ୍ୟ
  • ରାଶିଫଳ
  • ସଂପାଦକୀୟ
  • ସ୍ବାସ୍ଥ୍ୟ

Recent News

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

June 6, 2026
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

June 6, 2026

© 2025 Himmat News

No Result
View All Result
  • Home
  • Epaper
  • ରାଜ୍ୟ
  • ଦେଶ-ବିଦେଶ
  • ଆଞ୍ଚଳିକ
  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
  • ସଂପାଦକୀୟ

© 2025 Himmat News