ବ୍ରହ୍ମପୁର (ସୁରେଶ ତ୍ରିପାଠୀ ) : ବ୍ରହ୍ମପୁର ମହାନଗର ନିଗମ ର ୱାର୍ଡ ନମ୍ବର ୧୯ ସ୍ଥିତ ଖଲାସି ସାହି ର ମା ଠାକୁରାଣୀ ଙ୍କ ପଣପାଣି ପୂଜା ରେ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ୱାର୍ଡ ବାସିନ୍ଦା ଓ ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କଲେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର।ଏହି ଅବସରରେ ବ୍ରହ୍ମପୁର ୟାଦବ ସଙ୍ଘ ତରଫରୁ ବିଧାୟକ ଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା କରିଥିଲେ ସୁଦୂର ଆନ୍ଦ୍ର ପ୍ରଦେଶ ରୁ ଆସିଥିବା ନବ ଦୁର୍ଗା କଳାକାର ଙ୍କୁ ସନ୍ନମାନୀତି କରିଥିଲେ ବିଧାୟକ
ୱାର୍ଡ ବାସିନ୍ଦା, ଯାଦବ ସଙ୍ଘ ଓ ବ୍ରହ୍ମପୁର ବାସୀ ବିଧାୟକ କେ ଅନିଲ କୁମାର ଙ୍କୁ କୃତଜ୍ଞତା ଜଣାଇଥିଲେ ।










































