• About
  • Advertise
  • Privacy & Policy
  • Contact
himmatnews.com
Advertisement
  • Home
  • Epaper
  • ରାଜ୍ୟ
    ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

    ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

    ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

    ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

    ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

    ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

    ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ  ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

    ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

    ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ

    ସୁପୋଷିତ ଓଡ଼ିଶା ମିଶନ ଶୁଭାରମ୍ଭ

    ‘ହିମ୍ମତ୍‌’ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

    ‘ହିମ୍ମତ୍‌’ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

    Trending Tags

    • Trump Inauguration
    • United Stated
    • White House
    • Market Stories
    • Election Results
  • ଦେଶ-ବିଦେଶ
  • ଆଞ୍ଚଳିକ
    ମହିଳା ବିରୋଧୀ ହିଂସା ନିବାରଣ ଓ ନିରାକରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ

    ମହିଳା ବିରୋଧୀ ହିଂସା ନିବାରଣ ଓ ନିରାକରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ

    ଜିଲ୍ଲାସ୍ତରୀୟ ସର୍ଗିଫୁଲ୍ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

    ଜିଲ୍ଲାସ୍ତରୀୟ ସର୍ଗିଫୁଲ୍ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

    ଲୋକ ମହୋତ୍ସବ ସପ୍ତମ ସନ୍ଧ୍ୟା

    ଲୋକ ମହୋତ୍ସବ ସପ୍ତମ ସନ୍ଧ୍ୟା

    ମାଁ’ ଭୈରବୀ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା

    ମାଁ’ ଭୈରବୀ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା

    ପୋଡା ଅସ୍ତିଆ ଅଞ୍ଚଳର ବିକାଶ ପାଇଁ  ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର

    ପୋଡା ଅସ୍ତିଆ ଅଞ୍ଚଳର ବିକାଶ ପାଇଁ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର

    ଚୋର ପୋଲିସ ଖେଳ,କାର୍ଯ୍ୟରତ କନେଷ୍ଟବଳଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ,

    ଚୋର ପୋଲିସ ଖେଳ,କାର୍ଯ୍ୟରତ କନେଷ୍ଟବଳଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ,

  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl

      Shooting More than 40 Years of New York’s Halloween Parade

      Why Millennials Need to Save Twice as Much as Boomers Did

      Doctors take inspiration from online dating to build organ transplant AI

      How couples can solve lighting disagreements for good

      Here’s Some of the Best Sneakers on Display at London Fashion Week

      Is Japan the Most Overrated Travel Destination in the World?

      Trending Tags

      • Golden Globes
      • Game of Thrones
      • MotoGP 2017
      • eSports
      • Fashion Week
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    Game of Thrones spending just as long making fewer episodes

  • ସଂପାଦକୀୟ
    ବିଶ୍ବ ଦହିବରା ଦିବସ

    ବିଶ୍ବ ଦହିବରା ଦିବସ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ଗାଳିର ଅନ୍ୟ ରୂପ ଶାନ୍ତି 

    ଗାଳିର ଅନ୍ୟ ରୂପ ଶାନ୍ତି 

    These Are the 5 Big Tech Stories to Watch in 2017

    With 150 million daily active users, Instagram Stories is launching ads

    Trending Tags

    • Nintendo Switch
    • CES 2017
    • Playstation 4 Pro
    • Mark Zuckerberg
No Result
View All Result

Home ରାଜ୍ୟ

୨୦୨୪-୨୫ଆର୍ଥିକ ବର୍ଷରେ ଭିତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ

Amarendra Mohapatra by Amarendra Mohapatra
April 8, 2025
in ରାଜ୍ୟ
0
୨୦୨୪-୨୫ଆର୍ଥିକ ବର୍ଷରେ ଭିତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ
0
SHARES
2
VIEWS

ଭୁବନେଶ୍ୱର :  ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରେଳ ଭିତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି। ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି ଯାହା ପୂର୍ବ ଆର୍ôଥକ ବର୍ଷର ୧୮୭.୨ କିଲୋମିଟର ତୁଳନାରେ ୫୦% ବୃଦ୍ଧି ଘଟାଇଛି ।
ଏହି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ନିରନ୍ତର ପ୍ରୟାସ ଏବଂ ସମର୍ପଣର ଫଳାଫଳ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଏହି ସଫଳତାରେ ସାମିଲ ଥିବା ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ସରକାରୀ କର୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ନିୟମିତ ସମନ୍ୱୟ ରଖି ପ୍ରକଳ୍ପ ସମୟସୀମାକୁ ତ୍ୱରାନ୍ୱିତ କରିବା ଏବଂ ଭିତିଭୂମି ବିକାଶର ଗୁଣବତା ବୃଦ୍ଧି କରିବାରେ ପୂର୍ବତଟ ରେଳପଥର ନିର୍ମାଣ ଦଳ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ପୂର୍ବତଟ ରେଳପଥ ଅଂଚଳର ରେଳ ନେଟୱାର୍କକୁ ବୃଦ୍ଧି କରିବା, ସୁଗମ ଗମନାଗମନ କାର୍ଯ୍ୟ ସୁନିଶ୍ଚିତ କରିବା ଏବଂ ପଣ୍ୟ ପରିବହନ ଏବଂ ଯାତ୍ରୀ ସେବା ଉଭୟ ପାଇଁ ପରିବହନ ଦକ୍ଷତା ଉନ୍ନତ କରିବା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ।୨୦୨୪-୨୫ ଆର୍ôଥକ ବର୍ଷରେ ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ଯୋଡାଯାଇଛି ।
ପୂର୍ବ ଆର୍ôଥକ ବର୍ଷ (୨୦୨୩-୨୪) ରେ ହାସଲ ହୋଇଥିବା ୧୮୭.୨ କିଲୋମିଟର ତୁଳନାରେ ୫୦% ବୃଦ୍ଧି।
ସମାପ୍ତ ହୋଇଥିବା ନୂତନ ରେଳ ଲାଇନ ଏବଂ ମଲ୍ଟି ଟ୍ରାକିଂ ପ୍ରକଳ୍ପଗୁଡ଼ିକ ହେଉଛି …
କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ଦୋହରୀକରଣ ପ୍ରକଳ୍ପର ଲକ୍ଷ୍ମୀପୁର ରୋଡ୍‌-ସିଙ୍ଗରମ-ଟିକିରି ମଧ୍ୟରେ ୨୨.୯୪ କିମି ଦୈର୍ଘ୍ୟ ରେଳ ଲାଇନ; କିରାଣ୍ଡୁଲ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା-କମଲୁର ଏବଂ ବଛେଲି-କିରାଣ୍ଡୁଲ ରେଳ ସେକ୍ସନ ମଧ୍ୟରେ ମୋଟ ୨୩.୬୪ କିମି ଦୈର୍ଘ୍ୟ ରେଳ ଲାଇନ; ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ଼ ମଧ୍ୟରେ ୪୦.୬୨ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ; ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ସୋନପୁର-ପୁରୁନାକାଟ ୭୩.୧୬ କିମି ଦୈର୍ଘ୍ୟ ରେଳ ଲାଇନ; କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପ ମଧ୍ୟରେ ଦର୍ଲିପୁଟ-ଗୋରାପୁର ମଧ୍ୟରେ ୧୨.୬୫ କିମି ଦୈର୍ଘ୍ୟ ରେଳ ଲାଇନ; ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ ପ୍ରକଳ୍ପ ମଧ୍ୟରେ ରାଣୀତାଲ (ଭଦ୍ରକ) ଜଙ୍କସନ କ୍ୟାବିନ୍‌-ଭଦ୍ରକ ମଧ୍ୟରେ ୫ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି ।
ଏହା ବ୍ୟତୀତ, ତାଳଚେର-ବିମଳାଗଡ଼ ନୂତନ ରେଳ ଲାଇନର ସମଲ-ପରବିଲ (୬.୫୩ କିଲୋମିଟର); କୋଟାଭାଲାସା-କୋରାପୁଟ ଦୋହରୀକରଣ ପ୍ରକଳ୍ପର ଡ଼ର୍ଲିପୁଟ-ପଡୁଆ (୯.୭୭ କିଲୋମିଟର), କରାକାଭାଲାସା-ସିମିଲିଗୁଡା (୯ କିମି) ଏବଂ ସୁକୁ-କୋରାପୁଟ (୧୧.୨୮ କିମି); ବୁଢାପଙ୍କ-ଶାଳଗାଁ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ହିନ୍ଦୋଳ ରୋଡ଼-ମେରାମଣ୍ଡଳୀ ମଧ୍ୟରେ (୨୭.୨୮ କିମି), କୋରାପୁଟ-ସିଙ୍ଗାପୁର ରୋଡ଼ ଦୋହରୀକରଣ ପ୍ରକଳ୍ପର ବାଇଗୁଡ଼ା-କାକିରିଗୁମା ମଧ୍ୟରେ (୧୨.୩୯ କିମି); ଜରପଡା-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ ପ୍ରକଳ୍ପର ତାଳଚେର-ତାଳଚେର ରୋଡ଼ (୬.୫୦ କିମି); କୋରାପୁଟ-ଜଗଦଳପୁର ଦୋହରୀକରଣ ପ୍ରକଳ୍ପର ମାନବର-ଜରାତି (୯.୩୪ କିମି) ଏବଂ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ବୈତରଣୀ ରୋଡ଼-ଯାଜପୁର କେନ୍ଦୁଝର ରୋଡ଼ (୧୧.୬୦ କିମି) ରେଳ ମାର୍ଗ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି ।
ପୂର୍ବତଟ ରେଳପଥକୁ ଆଧୁନିକୀକରଣ କରିବା ଏବଂ ରେଳ ସଂଯୋଗୀକରଣକୁ ଉନ୍ନତ କରିବା, ଆର୍ôଥକ ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଏକ ସ୍ଥାୟୀ ଓ ଦକ୍ଷ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଜାତୀୟ ଲକ୍ଷ୍ୟରେ ଯୋଗଦାନ ଦେବା ପାଇଁ ମହତ୍ୱାକାଂକ୍ଷୀ ସମ୍ପ୍ରସାରଣ ଏବଂ ଭିତିଭୂମିରେ ନିବେଶ ପୂର୍ବତଟ ରେଳପଥର ବ୍ୟାପକ ରଣନୀତିର ଏକ ଅଂଶ ।
ପୂର୍ବତଟ ରେଳପଥର ନିର୍ମାଣ ଏବଂ ଆଧୁନିକୀକରଣ ଉପରେ ଧ୍ୟାନ କେବଳ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରେ ନାହିଁ ବରଂ ବାଣିଜ୍ୟ ଏବଂ ଶିଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି କରେ ଯାହା ଫଳରେ ଏହି ଅଞ୍ଚଳର ଲକ୍ଷ ଲକ୍ଷ ଯାତ୍ରୀ ଏବଂ ବ୍ୟବସାୟ ଲାଭବାନ ହେବ ସହ ଆର୍ôଥକ ବିକାଶରେ ଉନ୍ନତି ଆଣି ପାରିବ ।
ନୂତନ ରେଳ ଲାଇନ ଓ ମଲ୍ଟି ଟ୍ରାକିଙ୍ଗ ନିର୍ମାଣ ସହ ୨୦୨୪-୨୫ ରେ ରେଳ ସଂଯୋଗୀକରଣ ଉପଲବ୍ଧିଗୁଡ଼ିକ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଏକ ଭିତିଭୂମି ଭାବରେ କାର୍ଯ୍ୟ କରିବା ସହ ସୁରକ୍ଷା, ସ୍ଥାୟିତ୍ୱତା ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି ନିରନ୍ତର ପ୍ରତିବଦ୍ଧତା ଭବିଷ୍ୟତ ପାଇଁ ପୂର୍ବତଟ ରେଳପଥର ଦୃଷ୍ଟିକୋଣକୁ ସୂଚାରୁଭାବେ ପରିଚାଳନା କରିଥାଏ ।

Previous Post

ବୋରିଗୁମ୍ମା ରେ ପବିତ୍ର ରାମ ନବମୀ ପାଳିତ

Next Post

ଲୋକାର୍ପିତ ହେଲା ଜଳେଶ୍ଵର ପୌରପାଳିକାର ନୂତନ ପ୍ରଶାସନିକ ଭବନ

Amarendra Mohapatra

Amarendra Mohapatra

Next Post
ଲୋକାର୍ପିତ ହେଲା ଜଳେଶ୍ଵର ପୌରପାଳିକାର ନୂତନ ପ୍ରଶାସନିକ ଭବନ

ଲୋକାର୍ପିତ ହେଲା ଜଳେଶ୍ଵର ପୌରପାଳିକାର ନୂତନ ପ୍ରଶାସନିକ ଭବନ

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

March 13, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

February 26, 2025
ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

February 27, 2025
ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

February 26, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

1
ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

1

The Legend of Zelda: Breath of the Wild gameplay on the Nintendo Switch

0

Shadow Tactics: Blades of the Shogun Review

0
ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 4, 2025
ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

November 28, 2025
ବ୍ରିଜ ତଳକୁ ଖସିଲା ବସ ,୧୪ ଜଣ ଗୁରୁତର ଆହତ

ବ୍ରିଜ ତଳକୁ ଖସିଲା ବସ ,୧୪ ଜଣ ଗୁରୁତର ଆହତ

November 26, 2025
ମହିଳା ବିରୋଧୀ ହିଂସା ନିବାରଣ ଓ ନିରାକରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ

ମହିଳା ବିରୋଧୀ ହିଂସା ନିବାରଣ ଓ ନିରାକରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ

November 26, 2025

Recent News

Facebook Twitter Youtube RSS

Himmat News

Himmat, a leading news house in Odisha, serves as a vital source of information, delivering news on politics, business, culture, sports, and current affairs.

Follow Us

Browse by Category

  • Uncategorized
  • ଆଞ୍ଚଳିକ
  • ଖାଦ୍ୟ ପ୍ରସ୍ତୁତି
  • ଖେଳ
  • ଜୀବନଚର୍ଯ୍ୟl
  • ଦେଶ-ବିଦେଶ
  • ବିଶେଷ
  • ମନରୋଞ୍ଜନ
  • ରାଜ୍ୟ
  • ରାଶିଫଳ
  • ସଂପାଦକୀୟ
  • ସ୍ବାସ୍ଥ୍ୟ

Recent News

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 4, 2025
ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

November 28, 2025

© 2025 Himmat News

No Result
View All Result
  • Home
  • Epaper
  • ରାଜ୍ୟ
  • ଦେଶ-ବିଦେଶ
  • ଆଞ୍ଚଳିକ
  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
  • ସଂପାଦକୀୟ

© 2025 Himmat News