• About
  • Advertise
  • Privacy & Policy
  • Contact
himmatnews.com
Advertisement
  • Home
  • Epaper
  • ରାଜ୍ୟ
    ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

    ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

    ଭାରତୀୟ ରେଳବାଇ ଦ୍ୱାରା ଦୁଇଟି ନୂତନ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ଶୁଭାରମ୍ଭ

    ସମ୍ୱଲପୁର ଓ ବରଗଡ଼ ବିଧାୟକମାନଙ୍କ ସହ  ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

    ଜାତୀୟ ପଂଚାୟତ ସମ୍ମାନରେ ଓଡ଼ିଶାକୁ ୫ଟି ପୁରସ୍କାର

    ମୌସୁମୀ ପାଇଁ ପାଗ ଅନୁକୂଳ

    ମୌସୁମୀ ପାଇଁ ପାଗ ଅନୁକୂଳ

    Trending Tags

    • Trump Inauguration
    • United Stated
    • White House
    • Market Stories
    • Election Results
  • ଦେଶ-ବିଦେଶ
  • ଆଞ୍ଚଳିକ
    ମା ଠାକୁରାଣୀ ଙ୍କ ବାର୍ଷିକ ପଣପାଣି ପୂଜା ରେ ଯୋଗଦେଲେ : ବିଧାୟକ

    ମୟୂରଭଞ୍ଜରେ ୨୦୨୬-୨୭ ବର୍ଷ ପାଇଁ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ

    ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ

    ଖେଡାପଡା ଗାଁ ନିକଟରେ ଭୟାବହ ବସ୍ ଦୁର୍ଘଟଣା

    ଖେଡାପଡା ଗାଁ ନିକଟରେ ଭୟାବହ ବସ୍ ଦୁର୍ଘଟଣା

    ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଅନୁଷ୍ଠିତ

    ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

    ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl

      Shooting More than 40 Years of New York’s Halloween Parade

      Why Millennials Need to Save Twice as Much as Boomers Did

      Doctors take inspiration from online dating to build organ transplant AI

      How couples can solve lighting disagreements for good

      Here’s Some of the Best Sneakers on Display at London Fashion Week

      Is Japan the Most Overrated Travel Destination in the World?

      Trending Tags

      • Golden Globes
      • Game of Thrones
      • MotoGP 2017
      • eSports
      • Fashion Week
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    Game of Thrones spending just as long making fewer episodes

  • ସଂପାଦକୀୟ
    ବିଶ୍ବ ଦହିବରା ଦିବସ

    ବିଶ୍ବ ଦହିବରା ଦିବସ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ଗାଳିର ଅନ୍ୟ ରୂପ ଶାନ୍ତି 

    ଗାଳିର ଅନ୍ୟ ରୂପ ଶାନ୍ତି 

    These Are the 5 Big Tech Stories to Watch in 2017

    With 150 million daily active users, Instagram Stories is launching ads

    Trending Tags

    • Nintendo Switch
    • CES 2017
    • Playstation 4 Pro
    • Mark Zuckerberg
No Result
View All Result

Home ରାଜ୍ୟ

ବିଭିନ୍ନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

Amarendra Mohapatra by Amarendra Mohapatra
April 24, 2025
in ରାଜ୍ୟ
0
ବିଭିନ୍ନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ
0
SHARES
1
VIEWS

ଭୁବନେଶ୍ୱର : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ ଶକ୍ତି ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।
ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୨୨-୨୩ ବର୍ଷର ଲାଭାଂଶ ବାବଦକୁ ୧ କୋଟି ୩୫ ଲକ୍ଷ ୭୮ ହଜାର ୫୦୨ ଟଙ୍କା ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି, ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ପକ୍ଷରୁ ୨୦୨୩-୨୪ ବର୍ଷର ଲାଭାଂଶ ଯୋଗୁଁ ୧୧୧ କୋଟି ୮୨ ଲକ୍ଷ ୪୮ ହଜାର ୭୦୦ ଟଙ୍କା ଏବଂ ଓଡ଼ିଶା ଜଳ ବିଦ୍ୟୁତ ନିଗମ ପକ୍ଷରୁ ୯୨ କୋଟି ୨୧ ଲକ୍ଷ ୯୧ ହଜାର ୯୧୧ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଓଡ଼ିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷ ଠାରୁ ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୧୯୯୫-୯୬ ଠାରୁ ଏହି ଲାଭାଂଶ ପ୍ରଦାନ କରୁଛନ୍ତି। ଓଡ଼ିଶା କୃଷି ଶିଳ୍ପ ନିଗମ ବାର୍ଷିକ ହାରାହାରି ୮୦୦ ରୁ ୯୦୦ କୋଟି ଟଙ୍କାର ସାର, କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ଧାନ ଅମଳ ଯନ୍ତ୍ର, ଧାନବୁଣା ଯନ୍ତ୍ର ଇତ୍ୟାଦି ସରକାରଙ୍କ ଧାର୍ଯ୍ୟ ରିହାତି ଦରରେ ଚାଷୀମାନଙ୍କୁ ଯୋଗାଇ ଦେଉଛି। ରାଜ୍ୟ କାଜୁ ଉନ୍ନୟନ ନିଗମର ପ୍ରଚେଷ୍ଟା ଯୋଗୁୁଁ ଓଡ଼ିଶା ବର୍ତମାନ ଦେଶରେ କାଜୁ ଉତ୍ପାଦନରେ ଓ କାଜୁ ଉଦ୍ୟାନର କ୍ଷେତ୍ରଫଳରେ ଦେଶରେ ସର୍ବଶ୍ରେଷ୍ଠ ହୋଇପାରିଛି।
ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଓଡ଼ିଶାର ଶକ୍ତି ଆବଶ୍ୟକତାର ପ୍ରାୟ ୪୫ ପ୍ରତିଶତ ପ୍ରଦାନ କରି ରାଜ୍ୟର ଶକ୍ତି ଉତ୍ପାଦନ ଓ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଲୋକସେବା ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଅବସରରେ ଉପସ୍ଥିତ ଥିଲେ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏବଂ ଶକ୍ତି ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମୁଖ୍ୟମନ୍ତ୍ରୀଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ।

Previous Post

ଜଳେଶ୍ୱରର ସାହୁ ଭେରାଇଟି ଷ୍ଟୋର ଉପରେ ଚଢ଼ାଉ:

Next Post

ଆତଙ୍କବାଦୀଙ୍କୁ କୌଣସି ପରିସ୍ଥିତିରେ ଛଡା ଯିବନି : ମନମୋହନ ସାମଲ

Amarendra Mohapatra

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 24k Followers
  • 99 Subscribers
  • Trending
  • Comments
  • Latest
ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

March 13, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

February 26, 2025
ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

February 27, 2025
ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

February 26, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

1
ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

1

The Legend of Zelda: Breath of the Wild gameplay on the Nintendo Switch

0

Shadow Tactics: Blades of the Shogun Review

0
ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

June 6, 2026
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

June 6, 2026
ସ୍ୱାସ୍ଥ୍ୟ ସେବା ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସ୍ୱାସ୍ଥ୍ୟ ସେବା ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

June 6, 2026
ମା ଠାକୁରାଣୀ ଙ୍କ ବାର୍ଷିକ ପଣପାଣି ପୂଜା ରେ ଯୋଗଦେଲେ : ବିଧାୟକ

ମା ଠାକୁରାଣୀ ଙ୍କ ବାର୍ଷିକ ପଣପାଣି ପୂଜା ରେ ଯୋଗଦେଲେ : ବିଧାୟକ

June 3, 2026

Recent News

Facebook Twitter Youtube RSS

Himmat News

Himmat, a leading news house in Odisha, serves as a vital source of information, delivering news on politics, business, culture, sports, and current affairs.

Follow Us

Browse by Category

  • Uncategorized
  • ଆଞ୍ଚଳିକ
  • ଖାଦ୍ୟ ପ୍ରସ୍ତୁତି
  • ଖେଳ
  • ଜୀବନଚର୍ଯ୍ୟl
  • ଦେଶ-ବିଦେଶ
  • ବିଶେଷ
  • ମନରୋଞ୍ଜନ
  • ରାଜ୍ୟ
  • ରାଶିଫଳ
  • ସଂପାଦକୀୟ
  • ସ୍ବାସ୍ଥ୍ୟ

Recent News

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

June 6, 2026
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି

June 6, 2026

© 2025 Himmat News

No Result
View All Result
  • Home
  • Epaper
  • ରାଜ୍ୟ
  • ଦେଶ-ବିଦେଶ
  • ଆଞ୍ଚଳିକ
  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
  • ସଂପାଦକୀୟ

© 2025 Himmat News