• About
  • Advertise
  • Privacy & Policy
  • Contact
himmatnews.com
Advertisement
  • Home
  • Epaper
  • ରାଜ୍ୟ
    କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ବାରା ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟିତ

    କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ବାରା ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟିତ

    ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

    ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ

    ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

    ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

    ଜାତୀୟ ପତାକାର ବ୍ୟବହାର ସଂପର୍କୀତ ନିଦେ୍ର୍ଦଶନାମା

    ଜାତୀୟ ପତାକାର ବ୍ୟବହାର ସଂପର୍କୀତ ନିଦେ୍ର୍ଦଶନାମା

    ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

    ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉଦ୍‌ଯାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

    ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

    ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ

    Trending Tags

    • Trump Inauguration
    • United Stated
    • White House
    • Market Stories
    • Election Results
  • ଦେଶ-ବିଦେଶ
  • ଆଞ୍ଚଳିକ
    ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ  ନାମ’

    ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ ନାମ’

    ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

    ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

    ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

    ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

    ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

    ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

    ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

    ଆସ୍ଥା ର ଅନନ୍ୟା ନାରୀ କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ

    ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

    ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl

      Shooting More than 40 Years of New York’s Halloween Parade

      Why Millennials Need to Save Twice as Much as Boomers Did

      Doctors take inspiration from online dating to build organ transplant AI

      How couples can solve lighting disagreements for good

      Here’s Some of the Best Sneakers on Display at London Fashion Week

      Is Japan the Most Overrated Travel Destination in the World?

      Trending Tags

      • Golden Globes
      • Game of Thrones
      • MotoGP 2017
      • eSports
      • Fashion Week
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ବଡ଼ ପରଦାରେ ପୁଣିଥରେ ବରୁଣ-ଜାହ୍ନବୀ

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ‘ସିକନ୍ଦର’ର ଟିଜର୍ ଆଉଟ୍‌

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ପରଲୋକରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଭଡ଼ାରେ ରହିବେ ଶାହାରୁଖ ଖାନ୍‌

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ

    Game of Thrones spending just as long making fewer episodes

  • ସଂପାଦକୀୟ
    ବିଶ୍ବ ଦହିବରା ଦିବସ

    ବିଶ୍ବ ଦହିବରା ଦିବସ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ବିଜ୍ଞାନ ଦିବସର ବିଶେଷତ୍ୱ ଏବଂ ଏକ ନିରପେକ୍ଷ ଅନୁଶୀଳନ

    ଗାଳିର ଅନ୍ୟ ରୂପ ଶାନ୍ତି 

    ଗାଳିର ଅନ୍ୟ ରୂପ ଶାନ୍ତି 

    These Are the 5 Big Tech Stories to Watch in 2017

    With 150 million daily active users, Instagram Stories is launching ads

    Trending Tags

    • Nintendo Switch
    • CES 2017
    • Playstation 4 Pro
    • Mark Zuckerberg
No Result
View All Result

Home ରାଜ୍ୟ

ଜନସଂଖ୍ୟା ସ୍ଥିରତା ପକ୍ଷର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

Amarendra Mohapatra by Amarendra Mohapatra
July 12, 2025
in ରାଜ୍ୟ
0
ଜନସଂଖ୍ୟା ସ୍ଥିରତା ପକ୍ଷର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
0
SHARES
34
VIEWS

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନର ସଭାଗୃହଠାରେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ -୨୦୨୫ରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲୋକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ପରିବାର କଲ୍ୟାଣ, ମାନବାଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି । ପରିବାର ଯୋଜନା, ଲିଙ୍ଗଗତ ସମାନତା, ମାତୃତ୍ୱ, ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଛନ୍ତି । ମିଳିମିଶି ସୁସ୍ଥ ସମାଜ ପରିବେଶ ଗଠନ ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ସେ ଆହ୍ୱାନ କରିଥିଲେ ।
ରାଜ୍ୟରେ ପରିବାର ନିୟୋଜନ ଅଭିଯାନକୁ ସଫଳ କରିବା ନିମନ୍ତେ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହାର ଫଳସ୍ୱରୁପ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ବିଭିନ୍ନ କ୍ଷେତ୍ରରେ ବିଗତ ବର୍ଷ ମଧ୍ୟରେ ଆଶାନୁରୁପକ ସଫଳତା ଲାଭ କରିଛି । ସମସ୍ତ ସେବା ପ୍ରଦାନକାରୀମାନଙ୍କୁ ତାଲିମ ମାଧ୍‌ଯମରେ ସେମାନଙ୍କର ଦକ୍ଷତା ବୃଦ୍ଧିକରାଯାଉଛି। ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀସ୍ତରୀୟ ସ୍ୱେଛାସ୍ୱେୀ, ଆଶା ଦିଦି ମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ସୁଚନା ପ୍ରଦାନକରି ସେବା ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଯାଉଛି ବୋଲି ମନ୍ତ୍ରୀ କହିଥିଲେ ।
ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଥିଲେ ଯେ ରାଜ୍ୟରେ ପରିବାର ନିୟୋଜନ ଅଭିଯାନକୁ ସଫଳ କରିବା ନିମନ୍ତେ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଉଛି। ଏହାର ଫଳସ୍ୱରୁପ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ବିଭିନ୍ନ କ୍ଷେତ୍ରରେ ବିଗତ ବର୍ଷ ମଧ୍ୟରେ ଆଶାନୁରୁପକ ସଫଳତା ଲାଭ କରିଛି। ଦମ୍ପତ୍ତି ପିଛା ହାରାହାରି ସନ୍ତାନ ସଂଖ୍ୟା ଯାହା ୨.୧ ରହିବା ଆବଶ୍ୟକ, ଆମ
ରାଜ୍ୟର ତାହା ୧.୮ ରେ ପହଞ୍ଚିଛି । ଏହା ଜାତୀୟ ହାରଠୁ ଉନ୍ନତ ସ୍ତରରେ ରହିଛି। ପରିବାର ନିୟୋଜନର ଅପୁରଣୀୟ ଆବଶ୍ୟକତା ଓଡିଶାର ଶତକଡା ୧୩.୬ ରୁ କମ ହୋଇ ୭.୨ ରେ ପହଞ୍ଚିପାରିଛି। ଯାହାକି ଆମ ରାଜ୍ୟ ପାଇଁ ଖୁସିର ବିଷୟ। ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀ ଆଶା ଦିଦି ମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ସୂଚନା ପ୍ରଦାନକରି ସେବା ଗ୍ରହଣ ନିମନ୍ତେ ପ୍ରବର୍ତ୍ତାଯାଉଛି ବୋଲି ସେ ପ୍ରକାଶ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ପରିବାର ନିଯୋଜନରେ ନିଜର ଅତୁଳନୀୟ ଅବଦାନ ଦେଇଥିବା ଆଶା,ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ ଆର୍ôଥକ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ଉନ୍ନତ ପ୍ରଦର୍ଶନ ପାଇଁ ବିଭିନ୍ନ ଜିଲ୍ଲାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ବିଶ୍ୱ ଜନସଂଖ୍ୟା ଦିବସ ଓ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ ଦ୍ୱାରା ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ଲୋକଙ୍କୁ ଜାଗୃତ କରାଯାଉଛି। ଦ୍ରୁତ ଜନସଂଖ୍ୟା ବୃଦ୍ଧି ବିଭିନ୍ନ କାରଣରୁ ସମାଜ ଓ ଦେଶ ପାଇଁ କ୍ଷତିକାରକ। ଏବେ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ବାଲ୍ୟ ବିବାହ କରାଯାଉଛି। ଏହା ବେଆଇନ ବା ଆଇନ ଦୃଷ୍ଟିରେ ଅପରାଧ ଅଟେ। ଏଭଳି କୁପ୍ରଥା କାରଣରୁ କମ ବସୟରେ ମଧ୍ୟ କେତେକ ମହିଳା ସନ୍ତାନମାନଙ୍କୁ ଜନ୍ମ ଦେଇଥାଆନ୍ତି। ଯାହା ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଉପଯୁକ୍ତ ବ୍ୟବଧାନରେ ଜନ୍ମ ନେଇଥିବା ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଶାରୀରିକ ଅଭିବୃଦ୍ଧି ଠିକ ରହିଥାଏ। ତେଣୁ ସୂଚନା- ଶିକ୍ଷା-ସଂଚାର ଦ୍ୱାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ଜନସଂଖ୍ୟାରେ ପ୍ରତିସ୍ଥାପନ ହାର ହାସଲ କରାଯାଇ ପାରିବବୋଲି ମତପ୍ରକାଶ ପାଇଥିଲା ।
ସୂଚନାଯୋଗ୍ୟ ଯେ ,ପ୍ରତିବର୍ଷ ୧୧ ଜୁଲାଇରେ ସମଗ୍ର ବିଶ୍ୱରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଇଥାଏ। ଭାରତ ତଥା ଓଡ଼ିଶାରେ ପ୍ରତିବର୍ଷ ପରିବାର ନିୟୋଜନ ଏବଂ ଜନସଂଖ୍ୟା ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଇ ଏହି ଦିବସ ପାଳନ କରାଯାଇଥାଏ। ଏହାର ଲକ୍ଷ୍ୟ ହେଉଛି ବ୍ୟକ୍ତିଗତ ପ୍ରଜନନ ଅଧିକାର ସୁରକ୍ଷା ଏବଂ ପ୍ରଜନନ ବୟସର ମହିଳାମାନଙ୍କୁ ସେମାନଙ୍କ ପ୍ରଜନନ କ୍ଷମତା ନିୟନ୍ତ୍ରଣ କରିବା ପାଇଁ ସୁଯୋଗ ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ରାଜଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ରଖିଥିବା ବେଳେ , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ମହାନ୍ତି ନିଜର ବକ୍ତବ୍ୟ ରଖି ଥିଲେ। ଅନ୍ତିମ ଚରଣରେ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ମୁରଲୀଧର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Tags: health ministerMukesh Mahaling
Previous Post

ଅଗଷ୍ଟ ୧୦ରେ କଳିଙ୍ଗରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଂଟିନେଂଟାଲ ଟୁର୍‌

Next Post

ଜନ ଶିକ୍ଷଣ ସଂସ୍ଥାନପକ୍ଷରୁ ବିଶ୍ୱଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି

Amarendra Mohapatra

Amarendra Mohapatra

Next Post
ଜନ ଶିକ୍ଷଣ ସଂସ୍ଥାନପକ୍ଷରୁ ବିଶ୍ୱଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି

ଜନ ଶିକ୍ଷଣ ସଂସ୍ଥାନପକ୍ଷରୁ ବିଶ୍ୱଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି

Leave a Reply Cancel reply

Your email address will not be published. Required fields are marked *

Stay Connected test

  • 23.9k Followers
  • 99 Subscribers
  • Trending
  • Comments
  • Latest
ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧ରୁ ଆୟୁଷ୍ମାନ୍‌ ଭାରତ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ : ମୁଖ୍ୟମନ୍ତ୍ରୀ

March 13, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

February 26, 2025
ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

February 27, 2025
ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

ସଂଗମରେ ବୁଡ଼ ପକାଇଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

February 26, 2025
ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

ନିଶାଖୋର ଲୋକଙ୍କୁ କିମିଆ କରିଛି ମଦ

1
ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

ପୂର୍ବାଚଂଳ ଆଚଂଳିକ କୃଷିମେଳା ୨୦୨୪-୨୫

1

The Legend of Zelda: Breath of the Wild gameplay on the Nintendo Switch

0

Shadow Tactics: Blades of the Shogun Review

0
ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ  ନାମ’

ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ ନାମ’

March 23, 2026
ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

March 23, 2026
ଜିଲ୍ଲାପାଳଙ୍କ  ମିଳିତ  ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

March 23, 2026
ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

ଆସିକାରେ ଆରମ୍ଭ ହେଲା ଜନଗଣନା ପ୍ରଶିକ୍ଷଣ ଶିବିର

March 23, 2026

Recent News

Facebook Twitter Youtube RSS

Himmat News

Himmat, a leading news house in Odisha, serves as a vital source of information, delivering news on politics, business, culture, sports, and current affairs.

Follow Us

Browse by Category

  • Uncategorized
  • ଆଞ୍ଚଳିକ
  • ଖାଦ୍ୟ ପ୍ରସ୍ତୁତି
  • ଖେଳ
  • ଜୀବନଚର୍ଯ୍ୟl
  • ଦେଶ-ବିଦେଶ
  • ବିଶେଷ
  • ମନରୋଞ୍ଜନ
  • ରାଜ୍ୟ
  • ରାଶିଫଳ
  • ସଂପାଦକୀୟ
  • ସ୍ବାସ୍ଥ୍ୟ

Recent News

ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ  ନାମ’

ସାଲ୍ୟୁଟ୍ ତିରଙ୍ଗା ପକ୍ଷରୁ ‘ଏକ ସନ୍ଧ୍ୟା ଶହୀଦଙ୍କୋ ନାମ’

March 23, 2026
ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

ଚଳିତ ଶିକ୍ଷାବର୍ଷର ଅନ୍ତିମ ତଥା ୯ମ ସାଧନକେନ୍ଦ୍ର ସ୍ତରୀୟ ବୈଠକ ସମାପ୍ତ

March 23, 2026

© 2025 Himmat News

No Result
View All Result
  • Home
  • Epaper
  • ରାଜ୍ୟ
  • ଦେଶ-ବିଦେଶ
  • ଆଞ୍ଚଳିକ
  • ଖେଳ
  • ବିଶେଷ
    • ଜୀବନଚର୍ଯ୍ୟl
    • ରାଶିଫଳ
    • ସ୍ବାସ୍ଥ୍ୟ
    • ଖାଦ୍ୟ ପ୍ରସ୍ତୁତି
  • ମନରୋଞ୍ଜନ
  • ସଂପାଦକୀୟ

© 2025 Himmat News